ରୋଜଗାର ପାଇଁ ଯାଇଥିଲେ ଶବ ହୋଇ ଫେରିଲେ ଅଶୋକ, ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

ବେଲଗୁଣ୍ଠା: ମାସକ ତଳେ ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲା ଓଙ୍ଗୋଲ୍ ଥାନା ଇଲାକାରୁ ଆସିଥିଲା ବେଲଗୁଣ୍ଠା ଏନଏସି ଭଗବତପାଟଣାର ଜଣେ ଦାଦନଙ୍କ ଶବ। ଆଜି ପୁଣି ସେହି ଆନ୍ଧ୍ରପ୍ରଦେଶର ହ୍ରାଇଦ୍ରାବଦରୁ ଆସିଛି ଆଉ ଜଣଙ୍କ ଶବ। ଗତ ୭ ମାସକ ଭିତରେ ଜିଲ୍ଲାର ୩୦ରୁ  ଅଧିକ ଶ୍ରମିକଙ୍କ ବାହାର…
ଅଧିକ ଖବର ଦେଖନ୍ତୁ...

ବାଘନଦୀ ଭିତରକୁ ପଶିଲା ମହାପ୍ରୟାଣ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତେଲିମୁଣ୍ଡା ଛକ ନିକଟରେ ଥିବା ବାଘନଦୀ ଭିତରକୁ ଏକ ମହାପ୍ରୟାଣ ଗାଡ଼ି ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗାଡ଼ିଟି ନଦୀ ଭିତରକୁ ପଶିଯାଇ ପାଣିରେ ଭାସୁଥିଲା। ତେବେ ଅଳ୍ପକେ ଗାଡିର ଡ୍ରାଇଭର ଜିତେନ୍ଦ୍ର ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା, ଏଥର ୮ ଦିନ ଚାଲିବ ମେଳା

କଟକ: ଚଳିତବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଆଉ ଜନାଦୃତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଆଜି…
ଅଧିକ ଖବର ଦେଖନ୍ତୁ...

ବାରବାଟୀ-କଟକ ନିର୍ବାଚନୀ ମାମଲା: ବିଧାୟକ ମୋକିମଙ୍କୁ ଅଧିକ ମହଲତ, ୧୦ ହଜାର ଟଙ୍କା ତଣ୍ଡ ଗଣିବେ

କଟକ: ବାରବାଟୀ-କଟକ ଆସନ ନିର୍ବାଚନୀ ମାମଲାରେ ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ତରଫରୁ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଅଧିକ ସମୟ ଲୋଡ଼ା ଯାଇଛି। ଶ୍ରୀ ମୋକିମଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ବ୍ୟକ୍ତିଗତ ଅସୁବିଧା କାରଣ ଦର୍ଶାଯାଇ ସାକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ମେଲା ପଡ଼ିଛି କଟକର ପୁଲିସ୍ ହାଇସ୍କୁଲ୍‌

କଟକ: ସେପ୍ଟେମ୍ବର୍‌ ପ୍ରଥମ ସପ୍ତାହ‌ ଲଗାଣବର୍ଷାରେ ଭୁଶୁଡି ପଡ଼ିଥିଲା ଓଡ଼ିଶା ପୁଲିସ୍ ହାଇସ୍କୁଲ ପାଚେରି। ଏହା ମଧ୍ୟରେ ମାସେ ବିତିଗଲାଣି। କିନ୍ତୁ ନିର୍ମାଣର ନାଁ ଧରୁ ନାହାନ୍ତି ଆର୍‌ ଆଣ୍ଡ୍‌ ବି କର୍ତ୍ତୃପକ୍ଷ। ସ୍କୁଲ୍‌ ପକ୍ଷରୁ ବାରମ୍ବାର ଚିଠି ଗଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଏଭଳି…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ିବ ୩୩ କୋଟି! ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁ…

ବାଲିକୁଦା: ଉପକୂଳବାସୀଙ୍କୁ ସୁନାମି ଦାଉରୁ ସୁରକ୍ଷା ମିଳିବ। ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଦେବୀନଈ ବନ୍ଧକୁ ସୁଦୃଢ଼ କରାଯିବ। ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଚାଷୀଙ୍କ କ୍ଷେତକୁ ଯିବ ନଈର ମଧୁର ଜଳ। ଚାଷୀମାନେ ଫସଲ ଉତ୍ପାଦନ କରି ସ୍ବାବଲମ୍ବୀ ହେବେ।…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ୍‌ ନମ୍ବର ଠକେଇ ମାମଲାରେ ତଥ୍ୟ ଲୁଚାଉଛି ପ୍ରଶାସନ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ଡିଜିଟାଲ୍‌ ନମ୍ବର ଠକେଇ ମାମଲାରେ ତଥ୍ୟ ଲୁଚାଉଛି ପ୍ରଶାସନ। ସୂଚନା ଅଧିକାର ଆଇନରେ ଏ ବାବଦରେ ସୂଚନା ମାଗିଲେ ବିଭାଗୀୟ ଅଧିକାରୀ ଉତ୍ତର ଦେବାକୁ ମନା କରୁଛନ୍ତି। ଜିଲ୍ଲା ପ୍ରଶାସନର ଏପ୍ରକାର ଆଭିମୁଖ୍ୟ ଡିଜିଟାଲ୍‌ ନମ୍ବର ନାଁରେ ହୋଇଥିବା ବଡ଼ଧରଣର…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛ ଭାରତ ମିଶନ ଯୋଜନା ଫେଲ; ନବ ନିର୍ମିତ ଶୌଚାଳୟରେ ଝୁଲୁଛି ତାଲା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦକୁ ସରକାରୀ ସ୍ତରରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ପଞ୍ଚାୟତ ଓ ପୌରପରିଷଦର ସମସ୍ତ ୱାର୍ଡକୁ ଖୋଲା ମଳ ମୁକ୍ତ ଭାବେ ଘୋଷିତ କରିବାର କିଛି ବର୍ଷ ନ ହେଉଣୁ ୮୦ ପ୍ରତିଶତରୁ ଅଧିକ ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ଗାଜାଷ୍ଟ୍ରିପ୍ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ: ଭଦ୍ରକରେ ପ୍ରତିବାଦ

ଭଦ୍ରକ: ମାର୍କିନ୍ ସାମ୍ରାଜ୍ୟବାଦର ନେତୃତ୍ବ ନେଉଥିବା ଯୁକ୍ତରାଷ୍ଟ୍ର ଆମେରିକା ନିର୍ଦ୍ଦେଶରେ ଇସ୍ରାଏଲ ସେନା ଗାଜାଷ୍ଟ୍ରିପ୍ ଉପରେ ଗତ ୬ ଦିନ ଧରି ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପାଲେଷ୍ଟାଇନ, ଗାଜାର ସେନା ଇସ୍ରାଏଲ ଉପରେ ପ୍ରତି ଆକ୍ରମଣ ଜାରି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ବିଇଓ ଅଫିସ ସମ୍ମୁଖରେ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ଧାରଣା

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଏକ୍ସବୋର୍ଡ଼ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଆକ୍ରୋଶମୂଳକ ଭାବେ ଚାକିରିରୁ ନିଲମ୍ବନ କରିବା ଘଟଣାକୁ ନେଇ ଆଜି ଗୁରୁବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନିଲମ୍ବନ ନିର୍ଦ୍ଦେଶକୁ ପ୍ରତିବାଦ କରି ଆଜି ବିଦ୍ୟାର୍ଥୀ,…
ଅଧିକ ଖବର ଦେଖନ୍ତୁ...