ଏସ୍‌ସିବିରେ କରୋନା ରୋଗୀଙ୍କ ଖାଇବା ପାଇଁ ଦିନକୁ ୨୪୦ ଟଙ୍କା

କଟକ: କରୋନା ରୋଗୀ କିମ୍ବା କରୋନା ସନ୍ଦିଗ୍ଧଙ୍କ ପାଇଁ ଦିଆଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ଯେହେତୁ ଏମାନଙ୍କ ପାଇଁ ଭିଟାମିନ୍‌ ଓ ପୁଷ୍ଟିସାରଯୁକ୍ତ ଖାଦ୍ୟର ନିହାତି ଆବଶ୍ୟକତା ରହିଛି। ସେଥିପାଇଁ ଗୁଣାତ୍ମକ ମାନର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

‘‘ଭଞ୍ଜ ଭୂମିର ଦେଶେ’’ ପୁସ୍ତକ ଲୋକାର୍ପିତ

ବାରିପଦା: ଆଜି ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ଦ୍ବାରା ତରୁଣ ଓଝାଙ୍କ ଲିଖିତ ‘‘ଭଞ୍ଜଭୂମିର ଦେଶେ’’ ଭ୍ରମଣ କାହାଣୀ ପୁସ୍ତକଟି ‌ଲୋକାର୍ପିତ ହୋଇଯାଇଛି। କରୋନା କଟକଣା ନିୟମ ମଧ୍ୟରେ ଏହି ପାଠକାର୍ପଣ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଲାଗୁହେବ ଲକ୍‌ଡାଉନ; ବାରିପଦାରେ ସ୍ଥିତି ସମୀକ୍ଷା କଲେ ଏସ୍‌ପି

ବାରିପଦା: ଆସନ୍ତାକାଲି ବୁଧବାରଠାରୁ ଜିଲ୍ଲାରେ ଲାଗୁହେବ ଲକ୍‌ଡାଉନ। ପ୍ରଥମେ ନାଇଟ୍‌ କର୍ଫ୍ୟୁ ପରେ ସପ୍ତାହାନ୍ତ ସଟ୍‌ଡାଉନ ଏବଂ ପରେ ଲକ୍‌ଡାଉନ। ଜିଲ୍ଲାରେ ଦ୍ରୁତଗତିରେ ବଢ଼ିଚାଲିଥିବା କରୋନା ସଂକ୍ରମଣର ଶିକୁଳିକୁ ଭାଙ୍ଗିବାରେ ଏହି ଲକ୍‌ଡାଉନ ସଫଳ ହେବ ଆଶା କରାଯାଉଛି। ଏନେଇ ଆଜି…
ଅଧିକ ଖବର ଦେଖନ୍ତୁ...

ବାଳକାଟି ସବ୍‌ପୋଷ୍ଟ ଅଫିସ କର୍ମଚାରୀ ପଜିଟିଭ

ବାଲିଅନ୍ତା: ବାଳକାଟି ସବ୍‌ପୋଷ୍ଟ ଅଫିସ ଡାକ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ଡାକ୍ତର ତାଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡାକ ପିଅନ ଜଣକ ଡାକ କାର୍ଯ୍ୟ ସଂପାଦନ କରିବା ବେଳେ ବହୁ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

୫ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ପୁଖ୍ୟ

ବାରିପଦା: ବିଜୁ ଶ୍ରମିକ ସାମ୍ପୁଖ୍ୟ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ୫ ଦଫା ଦାବୀ ନେଇ ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବୀ ପତ୍ରରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଗରମରନ୍ଧା…
ଅଧିକ ଖବର ଦେଖନ୍ତୁ...

ବାରିଜଙ୍ଗ ଗ୍ରାମରେ ମହିଳାଙ୍କ ମୃତ୍ୟୁ, ୭ ପଜିଟିଭ, ଗାଁ ସିଲ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ପୁରୋହିତପୁର ପଞ୍ଚାୟତ ଅଧୀନ ବାରିଜଙ୍ଗ ଗ୍ରାମରେ କରୋନା ଜଣେ ଗୃହିଣୀ ମହିଳାଙ୍କ ମୁଣ୍ଡ ନେଇଛି। ତାଙ୍କ ବୟସ ୫୦ ବର୍ଷ ମଧ୍ୟରେ ହେବ। ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ କୋଭିଡ଼ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସଂସ୍ପର୍ଶରେ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ସମୟରେ ଘରୋଇ ବସର; ବୀମା ଓ ରୋଡ୍ ଟ୍ୟାକ୍ସ ଛାଡ଼୍ କରିବାକୁ ଘରୋଇ ବସ ମାଲିକ ସଂଘର ଅନୁରୋଧ

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟସରକାର ସମଗ୍ର ରାଜ୍ୟରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ସେଭଳି ସପ୍ତାହନ୍ତ ସଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ବି ଜାରୀ କରିଛନ୍ତି। ଏହି ସମୟରେ ବସ ଚଳାଚଳକୁ ବନ୍ଦ ରଖିବାକୁ ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

ବାଳକାଟିରେ ପହଞ୍ଚିଲାନି ଆଳୁବୋଝେଇ ଟ୍ରକ, ଗ୍ରାହକ ହନ୍ତସନ୍ତ

ବାଲିଅନ୍ତା: ମହାମାରୀ କରୋନା ଲକଡାଉନ ଓ ସଟଡାଉନ ନେଇ ଏବେ ଲୋକଙ୍କ ଜୀବନଜୀବିକା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଗୋଟିଏ ପକ୍ଷରେ ଏବେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେ‌ଷ ଏବେ ହାତବାନ୍ଧି ବସିବା ପରିସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଏହି ସୁଯୋଗରେ ବାଲିଅନ୍ତା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ମହିଳା ଅଦାଲତ ଉଦଘାଟିତ

ଜୟପୁର: ସ୍ଥାନୀୟ କୋରାପୁଟ ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ମହିଳା ଅଦାଲତ ଉଦଘାଟିତ ହୋଇଯାଇଛି। ଭିଡିଓ କନଫେରନସିଂ ମାଧ୍ୟମରେ ହାଇକୋର୍ଟର ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି କୃଷ୍ଣରାମ ମହାପାତ୍ର ମିଳିତ ଭାବେ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲାଦ‌ୌରାଜଜ୍ ବିମଳ…
ଅଧିକ ଖବର ଦେଖନ୍ତୁ...

ସାପ୍ତାହିକ ହାଟ କାଜୁମିଲ୍ ଉପରେ ତହସିଲଦାରଙ୍କ ଅଚାନକ ଚଢ଼ାଉ; ୨୫ହଜାର ଜୋରିମାନା ଆଦାୟ

ଜୟପୁର: ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ସାପ୍ତାହିକ ହାଟ ବନ୍ଦ ରଖିବାକୁ ଏବଂ ହାଟ ଚାଳୁଥିବା ସ୍ଥାନରେ ୧୪୪ ଧାରା ଲଗାଇବାକୁ ବି ନିର୍ଦେଶ ଦେଇଛନ୍ତି। ଏହା ବାଦେ ବି ଆଜି ଜୟନ୍ତଗିରୀ ସାପ୍ତାହିକ ହାଟ ପାର୍ଶ୍ବରେ ଥିବା ୨ଟି ପାହାଡ଼ ମଧ୍ୟର ଖୋଲା ପଡ଼ିଆରେ ଗୋରୁଗାଇ କିଣାବିକା ଚାଳୁଥିଲା।…
ଅଧିକ ଖବର ଦେଖନ୍ତୁ...