ଅଜଣା ଗାଡ଼ି ଧକ୍କାରେ ମା’-ପୁଅ ମୃତ। ବାଲେଶ୍ବର ଜିଲ୍ଲା ରେମୁଣା ଥାନା ନୂଆଗାଁ ଛକରେ ସଡ଼କ ଦୁର୍ଘଟଣା। ମୃତକଙ୍କ ମିଳିନି ପରିଚୟ। ସ୍ଥାନୀୟ ଲୋକଙ୍କ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ।

ସମ୍ବନ୍ଧିତ ଖବର