ଅତ୍ୟଧିକ କରୋନା ସଂକ୍ରମିତ ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍। ଅନୁଧ୍ୟାନ ପାଇଁ ଦେଶର ୩ଟି ରାଜ୍ୟକୁ ଯିବ ଟିମ୍। ମହାରାଷ୍ଟ୍ର, ପଂଜାବ ଓ ଛତିଶଗଡ଼କୁ ଯିବ। ଟିମ୍ରେ ରହିବେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)