ଅତ୍ୟଧିକ କରୋନା ସଂକ୍ରମିତ ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍‌। ଅନୁଧ୍ୟାନ ପାଇଁ ଦେଶର ୩ଟି ରାଜ୍ୟକୁ ଯିବ ଟିମ୍‌। ମହାରାଷ୍ଟ୍ର, ପଂଜାବ ଓ ଛତିଶଗଡ଼କୁ ଯିବ। ଟିମ୍‌ରେ ରହିବେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ।

ସମ୍ବନ୍ଧିତ ଖବର