ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାରେ ଯଶସ୍ବୀ ଜୟସ୍ବାଲଙ୍କ ପରେ ଈଶାନ କିଶନଙ୍କ ଅର୍ଦ୍ଧଶତକ। ୨୯ଟି ବଲ୍‌ରେ ୩ ଚୌକା ଓ ୪ ଛକା ବଳରେ ଅର୍ଦ୍ଧଶତକ ହାସଲ କଲେ ଈଶାନ।

ସମ୍ବନ୍ଧିତ ଖବର