ଆଇଏଫ୍ଏସ୍ ଅଭୟ ପାଠକ ଓ ପୁଅ ଆକାଶଙ୍କ ଜାମିନ ମଂଜୁର କଲେ ଭିଜିଲାନ୍ସ କୋର୍ଟ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦେଇନପାରିବାରୁ ଜାମିନ ମିଳିଲା। ଉଭୟଙ୍କୁ ଜାମିନ ନେଇ ସୂଚନା ଦେଲେ ପାଠକଙ୍କ ଓକିଲ ଅରୂପ ଚାନ୍ଦ।

ସମ୍ବନ୍ଧିତ ଖବର