ଆଇପିଏଲ୍‌-୨୦୨୪: କୋଲକାତା ବିପକ୍ଷରେ ପଂଜାବ ଖେଳାଳି ଜନି ବେୟାରଷ୍ଟୋଙ୍କ ଦମ୍‌ଦାର ଶତକ। ୪୫ଟି ବଲ୍‌ ଖେଲି ୮ ଚୌକା ଓ ୮ ଛକା ବଳରେ ଶତକ ହାସଲ।

ସମ୍ବନ୍ଧିତ ଖବର