ଆଇପିଏସ୍‌ ସ୍ତରରେ ଅଦଳବଦଳ: ମୟୂରଭଞ୍ଜ ଏସପି ବି.ଗଙ୍ଗାଧରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି। ନବରଙ୍ଗପୁର ଏସପି ଏସ ସୁଶ୍ରୀଙ୍କୁ ମୟୂରଭଞ୍ଜରେ ଅବସ୍ଥାପିତ। ବାଲିଗୁଡ଼ା ଏସ୍‌ଡ଼ିପିଓ ରୋହିତ ବର୍ମା ହେଲେ ନବରଙ୍ଗପୁର ଏସପି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୂଚନା।

ସମ୍ବନ୍ଧିତ ଖବର