ଆଜି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରି ରେକର୍ଡ। ୪୧ ଡିଗ୍ରି ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର। ୪୦.୫ ଡିଗ୍ରି ସହ ବଲାଙ୍ଗୀର ୨ୟ ଉତ୍ତପ୍ତ ସହର। ବାରିପଦା, ସମ୍ବଲପୁର ଏବଂ ବୌଦ୍ଧରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ।

ସମ୍ବନ୍ଧିତ ଖବର