ଇକମୋ ହବ ହେବ ଓଡ଼ିଶା। ଏସ୍‌ସିବି କଟକରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ। ଗତକାଲି ଗୋଟିଏ ଇକମୋ ମେସିନ ଆସି ପହଂଚିଛି। ବାକି ଜୁଲାଇ ଶେଷ ସୁଧା ଆସିବ। ଅଗଷ୍ଟରେ ଏଗୁଡ଼ିକ ପୁରା କାର୍ଯ୍ୟକ୍ଷମ ହେବ। ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା।

ସମ୍ବନ୍ଧିତ ଖବର