breakingଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଦେଲେ ଚେତାବନୀ। କହିଲେ- ଦରମା ବଢାଅ ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ। ଡିଗ୍ରୀ କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ କୁ ୪୬୦୦ରୁ ୫୪୦୦ କରିବାକୁ ଦାବି କରିଛି ସଂଘ।byMahendra SahubyMahendra Sahu 28 Jan 2024 21:13 IST Link copied!Copy failed!byMahendra SahubyMahendra Sahu 28 Jan 2024 21:13 IST Link copied!Copy failed!