କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ଘୁଂଚିପାରେ ପିପିଲି ଉପନିର୍ବାଚନ ତାରିଖ। ଉପନିର୍ବାଚନ ପାଇଁ ପୁଣି ହୋଇପାରେ ତାରିଖ ଘୋ‌ଷଣା। କଂଗ୍ରେସକୁ ପ୍ରାର୍ଥୀ‌ ଦେବାକୁ ମିଳିବ ସୁଯୋଗ। ନାମାଙ୍କନ କରିଥିବା ପ୍ରାର୍ଥୀମାନଙ୍କର ନାମ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର