କଟକ: ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ ୩ ଗିରଫ। ହାଇଦର୍‌କୁ ଫେରାର ହେବାରେ ସ‌ହଯୋଗ ଅଭିଯେଗରେ ଜଣେ ଯୁବତୀଙ୍କ ସମେତ ୩ ଗିରଫ। କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା।

ସମ୍ବନ୍ଧିତ ଖବର