କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ବିରୋଧରେ ଅନୁବଭ ଆଣିଲେ ଅଭିଯୋଗ । ଅନଧିକାର ପ୍ରବେଶ, ଘର ଭାଙ୍ଗିବା ନେଇ ଅଭିଯୋଗ ଆଣିଲେ ଅନୁଭବ । କହିଲେ- ବର୍ଷା ପ୍ରିୟଦର୍ଶିନୀ ଷଡ଼ଯନ୍ତ୍ର କରୁଛନ୍ତି । ପରିବାର ଓ ମୋ ଜୀବନ ପ୍ରତି ବିପଦ ରହିଛି ।

ସମ୍ବନ୍ଧିତ ଖବର