କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୋଟିସ୍‌ ଜାରି କଲା ସମ୍ବଲପୁର ବିଶ୍ବବିଦ୍ୟାଳୟ। ସଂଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲକୁ ଫେରନ୍ତୁ ଛାତ୍ରଛାତ୍ରୀ। ଜରୁରୀ କାମ ନଥିଲେ ବାହାରକୁ ନଯିବାକୁ ନିର୍ଦ୍ଦେଶ। ଲକ୍ଷଣ ଦେଖାଗଲେ ମେଡିକାଲ ଅଫସିରଙ୍କୁ ଯୋଗାଯୋଗ କରିବେ।

ସମ୍ବନ୍ଧିତ ଖବର