କର୍ତ୍ତବ୍ୟରେ ଅବହେଳା ଓ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। କୁଲଡିହା ରେଂଜ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନଙ୍କୁ ଅବସର। ବିଶ୍ରା ରେଂଜର ଫରେଷ୍ଟର ଭରତ କୁମାର ଘଡ଼େଇଙ୍କୁ ଅବସର।

ସମ୍ବନ୍ଧିତ ଖବର