breakingକେନ୍ଦୁଝର: ଏଣିକି ପ୍ରତି ଶନି, ରବି ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଓଡିଶା ବାହାର ଭକ୍ତ ଦର୍ଶନ ଉଦ୍ଦେଶ୍ୟରେ ଆସିଲେ ସାଥିରେ ଗତ ୭୨ ଘଣ୍ଟା ଅବଧିର ଆରଟିପିସିଆର ରିପୋର୍ଟ ଆବଶ୍ୟକ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଟକଣା ଜାରି ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି।byMahendra SahubyMahendra Sahu 20 Apr 2021 18:08 IST Link copied!Copy failed!byMahendra SahubyMahendra Sahu 20 Apr 2021 18:08 IST Link copied!Copy failed!