breaking କେନ୍ଦୁଝର: ପତ୍ନୀହନ୍ତାକୁ ଆଜୀବନ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ଜିଲ୍ଲାଜଜ୍। ୨୦୧୭ ତେଲକୋଇ ଥାନା ବଡ଼ଖମଣ ଗାଁରେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ। ୩ ନାବାଳକ ଶିଶୁଙ୍କ ଭରଣପୋଷଣ ପାଇଁ ଡିଏଲ୍ଏସ୍କୁ କୋର୍ଟଙ୍କ ନିର୍ଦ୍ଦେଶ। by Mahendra Sahu Updated 28 Nov 2022 18:11 IST Link copied! Copy failed! by Mahendra Sahu Updated 28 Nov 2022 18:11 IST Link copied! Copy failed!