କେନ୍ଦ୍ରାପଡ଼ା: ଗୋବରୀ ନଦୀରେ ଗାଧୋଇଲା ବେଳେ ଅଘଟଣ। ସଦର ଥାନା ବାବୁରାମପାଟଣା ନିକଟରେ ଭାଇ ସୁରକ୍ଷିତ ଉଦ୍ଧାର, ଭଉଣୀ ନଦୀରେ ଭାସିଯାଇ ନିଖୋଜ। ଅଗ୍ନିଶମ ବାହିନୀର ଖୋଜାଖୋଜ ଜାରି।

ସମ୍ବନ୍ଧିତ ଖବର