breaking କେନ୍ଦ୍ରାପଡ଼ା: ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କଲେ ସ୍ବାମୀ, ବିଷ ପିଇଲେ ସ୍ତ୍ରୀ। ଟାଉନ୍ ଥାନା ଅନ୍ତର୍ଗତ ବଳରାମପୁରରେ ଅଘଟଣ। ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କଲା ବେଳେ ବିଷ ପିଇ ସ୍ତ୍ରୀ ଗୁରୁତର। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ପୁଲିସର ତଦନ୍ତ ଜାରି। by Mahendra Sahu Updated 28 Oct 2022 15:30 IST Link copied! Copy failed! by Mahendra Sahu Updated 28 Oct 2022 15:30 IST Link copied! Copy failed!