କୋଣାର୍କ: ଅସ୍ତରଙ୍ଗ ସମୁଦ୍ରକୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତଦେହ ଅସ୍ତରଙ୍ଗର ଗୁଣ୍ଡଳବା ସମୁଦ୍ରକୂଳରେ ପଡ଼ିଥିଲା, ମୃତଦେହରେ କ୍ଷତ ଚିହ୍ନ ରହିଛି, ମୃତକ ଅସ୍ତରଙ୍ଗର ଆଇଁଷିଣିଆ ବୋଲି କୁହାଯାଉଛି,  ସେ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ

ସମ୍ବନ୍ଧିତ ଖବର