breaking କୋଭିଡ ମୁକାବିଲା ନେଇ ରାଜ୍ୟ ସରକାର ପୂରା ପ୍ରସ୍ତୁତ। ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭ରେ ସବୁ ହସ୍ପିଟାଲରେ ହେବ ମକ୍ ଡ୍ରିଲ୍, ସବୁ ଜିଲ୍ଲାକୁ ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚସ୍ତରୀୟ ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା। by Mahendra Sahu Updated 25 Dec 2022 17:29 IST Link copied! Copy failed! by Mahendra Sahu Updated 25 Dec 2022 17:29 IST Link copied! Copy failed!