breaking କୋଭିଡ-୧୯ରେ ମୃତ ୧୭ ସାମ୍ବାଦିକଙ୍କୁ ଅନୁକମ୍ପାମୂଳକ ସହାୟତା ଦେଲେ ରାଜ୍ୟ ସରକାର । ୨ କୋଟି ୫୫ ଲକ୍ଷ ଟଙ୍କାର ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ । ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ରାଶି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । by Mahendra Sahu Updated 23 Jul 2021 18:12 IST Link copied! Copy failed! by Mahendra Sahu Updated 23 Jul 2021 18:12 IST Link copied! Copy failed!