କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ସ୍କାଏ ଟାୱାର ଆପାର୍ଟମେଣ୍ଟରେ ପୁଲିସର ଚଢ଼ଉ। ଶର୍ମିଷ୍ଠାଙ୍କ ଘର ଓ ଅଫିସ୍ ମଧ୍ୟ ରେଡ୍ କରୁଛି ୩ ଜଣିଆ ପୁଲିସ ଟିମ୍।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)