breakingକଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନ; ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ। ବିଭିନ୍ନ ସ୍ଥାନରେ ଚେକ୍ ପଏଣ୍ଟ ଯାଂଚ କରିବାକୁ ନିର୍ଦ୍ଦେଶ। ୧୮ ପ୍ଲାଟୁନ୍ ଓଏସ୍ଏପି ଯବାନ ଓ ୩ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷାକର୍ମୀ ହେବେ ମୁତୟନ। ପିପିଲି ଓ ଡେଲାଙ୍ଗ ଅଂଚଳରେ ସ୍ଥିତି ସମୀକ୍ଷା କଲେ ଏଡିଜି।byMahendra SahubyMahendra Sahu 07 Apr 2021 19:09 IST Link copied!Copy failed!byMahendra SahubyMahendra Sahu 07 Apr 2021 19:09 IST Link copied!Copy failed!