breaking ଖରିଫ୍ ଋତୁରେ ଧାନ କିଣା। ମାର୍ଚ୍ଚ ୩୧ ତାରିଖ ଯାଏଁ ୬୨.୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କଲେ ରାଜ୍ୟ ସରକାର। ଗତ ବର୍ଷ ତୁଳନାରେ ଏହା ୧୮ ପ୍ରତିଶତ ଅଧିକ। ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୧ ହଜାର ୭୫୬ କୋଟି ଟଙ୍କା। by Mahendra Sahu Updated 01 Apr 2021 18:15 IST Link copied! Copy failed! by Mahendra Sahu Updated 01 Apr 2021 18:15 IST Link copied! Copy failed!