ଖୋର୍ଦ୍ଧା: ଜଙ୍କିଆ ଥାନା ଡମଣଭୂଇଁ ଗାଁରେ ଗୁଳିମାଡ଼ ଓ ବୋମା ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥର ମାଡ଼ ପରେ ବୋମା ଓ ଗୁଳିମାଡ଼। ୨ ଗୋଷ୍ଠୀର ୫ରୁ ଊର୍ଦ୍ଧ୍ବ ଆହତ ସୂଚନା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)