ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବରବରା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ। କାରଣ ଅସ୍ପଷ୍ଟ। ମୃତ ଦନ୍ତାହାତୀର ଆନୁମାନିକ ବୟସ ୩୫ବର୍ଷ ହେବ ବୋଲି ବିଭାଗୀୟ ପକ୍ଷରୁ ସୂଚନା।

ସମ୍ବନ୍ଧିତ ଖବର