ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ନୂଆଗାଁରେ ସୋମବାର ଅପରାହ୍‌ଣରେ ବଜ୍ରପାତ। ୫୦ଟି ଛେଳିଙ୍କ ମୃତ୍ୟୁ, ୪ ଜଣ ଛେଳିଚରାଳି ଆହତ।

ସମ୍ବନ୍ଧିତ ଖବର