ଗଂଜାମ ଜିଲ୍ଲା ହିଞ୍ଜିଳିରୁ ଆରମ୍ଭ ହେଲା ସ୍ମାର୍ଟ କ୍ଲାସ ଯୋଜନା। ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୦ଟି ସ୍କୁଲର ରୂପାନ୍ତରିତ କାର୍ଯ୍ୟ ସଂପୂର୍ଣ୍ଣ। By Sambad Digital On Aug 21, 2021 ସେୟାର