breakingଗଛରେ ପିଟି ହୋଇ ଜଳିଗଲା କାର୍, ୩ ଆହତ। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଚମକପୁର ନିକଟରେ ଅଘଟଣ। ୩ ଯୁବକଙ୍କୁ କାର୍ ଭିତରୁ ଲୋକେ ତ୍ୱରିତ ଉଦ୍ଧାର। ଦୁର୍ଘଟଣାରେ ଆହତ ହୋଇଥିବାରୁ ମେଡିକାଲ୍ରେ ଭର୍ତ୍ତି।bySambad DigitalbySambad Digital 14 Jun 2024 17:20 IST Link copied!Copy failed!bySambad DigitalbySambad Digital 14 Jun 2024 17:20 IST Link copied!Copy failed!