ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ, ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ, ଠକ ରମେଶ ପାଢ଼ୀଙ୍କ ନାଁରେ ସୋର ଓ କେନ୍ଦୁଝର ଥାନାରେ ପାଖାପାଖି ୧୦ଟି ମାମଲା ରହିଛି, ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଠକିଥିବା ଏହି ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର