ଜଟଣୀରେ ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର। ଜଟଣୀ ଥାନା କୁସୁମାଟି ଠାରେ ବିପୁଳ ପରିମାଣର ବେଆଇନ ଭାବେ ବାଣ ଗଛିତ ଥିବା ଖବର ପାଇବା ପରେ ଚଢ଼ଉ କଲା ପୁଲିସ। ୨ ଅଭିଯୁକ୍ତ ଗିରଫ।

ସମ୍ବନ୍ଧିତ ଖବର