breaking ଝାରସୁଗୁଡ଼ା: ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ପ୍ରାର୍ଥିତ୍ୱ ନେଇ ନବ ଦାସଙ୍କ ଝିଅ ଦୀପାଳି କହିଲେ- ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ, ଆମ ପରିବାର ସମର୍ଥନ ଦେବ। ୨ ମାସ ତଳେ ଠିକ ଏତିକି ବେଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଆଜି ଉପନିର୍ବାଚନ ଘୋଷଣା ହେବା ଆମ ପାଇଁ ଭାବପ୍ରବଣର ଦିନ। by Mahendra Sahu Updated 29 Mar 2023 15:36 IST Link copied! Copy failed! by Mahendra Sahu Updated 29 Mar 2023 15:36 IST Link copied! Copy failed!