breakingଟ୍ରାଭେଲ୍ ବିଲ୍ ଠକେଇ ମାମଲାରେ ପାଠକ ବାପା-ପୁଅଙ୍କୁ ଜାମିନ। ଅଭୟ ଓ ଆକାଶ ପାଠକଙ୍କୁ ଜାମିନ ଦେଲେ ହାଇକୋର୍ଟ। ୨ ଲକ୍ଷ ଟଙ୍କା, ୨ ଜାମିନଦାରଙ୍କ ବଦଳରେ କୋର୍ଟ ଦେଲେ ଜାମିନ୍। ଠକେଇ ନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ରୁଜୁ ହୋଇଥିଲା ମାମଲା।byMahendra SahubyMahendra Sahu 01 Mar 2021 16:38 IST Link copied!Copy failed!byMahendra SahubyMahendra Sahu 01 Mar 2021 16:38 IST Link copied!Copy failed!