ଟ୍ରାଭେଲ୍‌ ବିଲ୍‌ ଠକେଇ ମାମଲାରେ ପାଠକ ବାପା-ପୁଅଙ୍କୁ ଜାମିନ। ଅଭୟ ଓ ଆକାଶ ପାଠକଙ୍କୁ ଜାମିନ ଦେଲେ ହାଇକୋର୍ଟ। ୨ ଲକ୍ଷ ଟଙ୍କା, ୨ ଜାମିନଦାରଙ୍କ ବଦଳରେ କୋର୍ଟ ଦେଲେ ଜାମିନ୍‌। ଠକେଇ ନେଇ ଭୁବନେଶ୍ବର ଖାରବେଳ ନଗର ଥାନାରେ ରୁଜୁ ହୋଇଥିଲା ମାମଲା।

ସମ୍ବନ୍ଧିତ ଖବର