ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ। ଅଧିବେଶନରେ ୨୬ଟି କାର୍ଯ୍ୟଦିବସ। ୫ଟି ଛୁଟି ଦିବସ। By Sambad Digital Last updated Nov 14, 2021 ସେୟାର