ଢେଙ୍କାନାଳ -ଯୋରନ୍ଦା ରାସ୍ତାର ନେଉଳପୋଇ ଗ୍ରାମ ନିକଟରେ ରାସ୍ତାରୁ ଟାଣି ନେଇ ମାରିଦେଲା ହାତୀ। ମୃତକ ହେଲେ ବିରିଖୁଣ୍ଟି ଗ୍ରାମର ଯୁବକ ବିପିନ ମହାନ୍ତି। ମାତ୍ର ଦିନରେ ୨ ଜଣଙ୍କର ହାତୀ ଆକ୍ରମଣରେ ଶୋଚନୀୟ ମୃତ୍ୟୁ ହୋଇଛି। ଯୋରନ୍ଦା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)