breakingଢେଙ୍କାନାଳ -ଯୋରନ୍ଦା ରାସ୍ତାର ନେଉଳପୋଇ ଗ୍ରାମ ନିକଟରେ ରାସ୍ତାରୁ ଟାଣି ନେଇ ମାରିଦେଲା ହାତୀ। ମୃତକ ହେଲେ ବିରିଖୁଣ୍ଟି ଗ୍ରାମର ଯୁବକ ବିପିନ ମହାନ୍ତି। ମାତ୍ର ଦିନରେ ୨ ଜଣଙ୍କର ହାତୀ ଆକ୍ରମଣରେ ଶୋଚନୀୟ ମୃତ୍ୟୁ ହୋଇଛି। ଯୋରନ୍ଦା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି।byMahendra SahubyMahendra Sahu 03 Feb 2024 17:46 IST Link copied!Copy failed!byMahendra SahubyMahendra Sahu 03 Feb 2024 17:46 IST Link copied!Copy failed!