ଢେଙ୍କାନାଳ: ସାଇକୃପା ଯୁକ୍ତ ଆବାସିକ ମହାବିଦ୍ୟାଳୟରେ ପୁଣି୨୦ ଜଣ କରୋନା ପଜିଟିଭ୍। ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୫୩। କଲେଜ ଅଧ୍ୟକ୍ଷ ଓ ମାଲିକଙ୍କ ନାଁରେ ଏତଲା ସୂଚନା। ଟାଉନ୍ ଥାନାରେ ଢେଙ୍କାନାଳ ପୌର ପରିଷଦ ପକ୍ଷରୁ ଏତଲା।
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)