breaking ତୈଳଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡ଼ା ବଢ଼ିଲା। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି। ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୮୪ରୁ ୮୯ ପଇସା ହେଲା। ଡିଲକ୍ସ ବସ୍ ଭଡା କିମି ପିିଛା ୧ଟଙ୍କା ୧୧ ପଇସାରୁ ୧ଟଙ୍କା ୨୧ ପଇସା ବୃଦ୍ଧି। by Mahendra Sahu Updated 04 Mar 2021 16:33 IST Link copied! Copy failed! by Mahendra Sahu Updated 04 Mar 2021 16:33 IST Link copied! Copy failed!