breakingତୈଳଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡ଼ା ବଢ଼ିଲା। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି। ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୮୪ରୁ ୮୯ ପଇସା ହେଲା। ଡିଲକ୍ସ ବସ୍ ଭଡା କିମି ପିିଛା ୧ଟଙ୍କା ୧୧ ପଇସାରୁ ୧ଟଙ୍କା ୨୧ ପଇସା ବୃଦ୍ଧି।byMahendra SahubyMahendra Sahu 04 Mar 2021 16:33 IST Link copied!Copy failed!byMahendra SahubyMahendra Sahu 04 Mar 2021 16:33 IST Link copied!Copy failed!