breakingଦରଦାମ ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋର ହେବ। କୌଣସି ଦେଶରେ ଏତେ ଜୋରରେ ଗ୍ୟାସ ଦର ଏତେ ବଢ଼ିନି। ଗତ ୭ ବର୍ଷରେ ଏହାର ଦର ୪୧୪ରୁ ୯୩୦ରେ ପହଞ୍ଚିଛି।byMahendra SahubyMahendra Sahu 25 Nov 2021 16:38 IST Link copied!Copy failed!byMahendra SahubyMahendra Sahu 25 Nov 2021 16:38 IST Link copied!Copy failed!