ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା। ଓଡ଼ିଶା ଟିଭି ଘୋଷଣା କଲା ସହାୟତା ରାଶି। ଓଟିଭି ପରିଚାଳନା ନିର୍ଦ୍ଦେଶିକା କଲେ ସହାୟତା ଘୋଷଣା। By Sambad Digital On Sep 24, 2021 ସେୟାର