ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ନାବାଳିକାକୁ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଲେ ହାଇକୋର୍ଟ। ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି। ମାନସିକ-ଶାରୀରିକ ଭାବେ ସନ୍ତାନ ଧାରଣ କରିବାକୁ ଚାହୁଁ ନ ଥିବା ନାବାଳିକା ଗର୍ଭ ନଷ୍ଟ କରିପାରିବେ।

ସମ୍ବନ୍ଧିତ ଖବର