ପଂଚାୟତରାଜ ଦିବସ ଅବସରରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟାଳୟ। ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ମନ୍ତ୍ରୀଙ୍କ ସୂଚନା।

ସମ୍ବନ୍ଧିତ ଖବର