breakingପାରିବାରିକ କଳହରୁ ପୋଡ଼ିହୋଇ ଦମ୍ପତି ଗୁରୁତର, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର,କାଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋଙ୍କ ମଧ୍ୟରେ ଗତ କିଛି ଦିନଧରି ମନୋମାଳିନ୍ୟ ଥିଲା, ଉଭୟଙ୍କ ମଧ୍ୟରେ ଗତ ରାତିରେ କୌଣସି କାରଣରୁ ଝଗଡ଼ା ହୋଇଥିଲା, ସସ୍ମିତା ପ୍ରଥମେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ, ପତ୍ନୀଙ୍କ ରକ୍ଷା କରିବାକୁ ଯାଇ ସଞ୍ଜୟ ବି ପୋଡ଼ି ହୋଇ ଯାଇଥିଲେbyShaikh Abdul HalimbyShaikh Abdul Halim 25 Apr 2024 10:55 IST Link copied!Copy failed!byShaikh Abdul HalimbyShaikh Abdul Halim 25 Apr 2024 10:55 IST Link copied!Copy failed!