ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ତିମି ଗାଁରେ ହାତୀ ଆତଙ୍କ। ୩ ଗରିବ ପ୍ରଜାଙ୍କ ଘର ଭାଙ୍ଗିଲା ଓ ଧାନ-ଚାଉଳ ଖାଇଲା। ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ।

ସମ୍ବନ୍ଧିତ ଖବର