ପୁରୀବାସୀଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିରର ୨ଟି ଦୁଆର। ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ପୁରୀବାସୀଙ୍କ ପାଇଁ ଖୋଲା। ଜଗା ଦର୍ଶନ ପାଇଁ ଆରଟିିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ-୧୯ର ଉଭୟ ଡୋଜର ପ୍ରମାଣପତ୍ର ବାଧ୍ୟତାମୂଳକ। By Sambad Digital Last updated Oct 27, 2021 ସେୟାର